Sekhar Ghosh Hrudayara Ei Sunyataku Скачать

Sekhar Ghosh Hrudayara Ei Sunyataku

Sekhar Ghosh

Hrudayara Ei Sunyataku

42 прослушивания
05:00
Все треки Sekhar Ghosh Текст песни
Песня в подарок с именем в припевеНейросеть напишет текст и споёт её за пару минутРасскажите, для кого и какой повод, — нейросеть напишет текст и споёт песню за пару минутСоздать песню от 28 ₽ за минуту песни
Слушать
Скачать песню

Текст песни «Hrudayara Ei Sunyataku»

Sekhar Ghosh

ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି?
ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ

ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି?
ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ
ତୁମେ ମୋ ମନର ସୀମାରେଖା ଡେଇଁ ସହଜେ ପାରିଛ ଯାଇ
ତୁମେ ମୋ ମନର ସୀମାରେଖା ଡେଇଁ ସହଜେ ପାରିଛ ଯାଇ

ହେଲେ ମୋ ପାଦଟି ତୁମ ସ୍ମୃତିରେଖା ଟପିଯାଇ ପାରିନାହିଁ
ହେଲେ ମୋ ପାଦଟି ତୁମ ସ୍ମୃତିରେଖା ଟପିଯାଇ ପାରିନାହିଁ

ଜଣେନା କାହିଁକି ମୋ ନୀରବତାକୁ ବିରହ ତୁମରି ନୀତି ଚୁମେ

ପ୍ରତାରଣା କିଏ କାହାକୁ ଦେଇଛି?
ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ
ଥିଲା ସେ କିପରି ଭାବ-ପ୍ରବଣତା ହସୁଛି ମୁଁ ମନେ-ମନେ
ଥିଲା ସେ କିପରି ଭାବ-ପ୍ରବଣତା ହସୁଛି ମୁଁ ମନେ-ମନେ

ତୋଳିବାକୁ ଏକ କୁହୁଡ଼ିର ଘର ବହାରିଥିଲି ମୁଁ ଦିନେ
ତୋଳିବାକୁ ଏକ କୁହୁଡ଼ିର ଘର ବହାରିଥିଲି ମୁଁ ଦିନେ

ସେ କୁହୁଡ଼ି ଘର ଗଲା ଭାଙ୍ଗି ଯା'ର, ପ୍ରୀତିର ପ୍ରାଚୀର ଥିଲ ତୁମେ

ପ୍ରତାରଣା କିଏ କାହାକୁ ଦେଇଛି?
ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ

На странице доступен трек Hrudayara Ei Sunyataku от Sekhar Ghosh (05:00). Слушайте онлайн или загрузите в mp3 в один клик бесплатно на свое устройство — выше есть текст песни.
Песня в подарок с именем в припевеНейросеть напишет текст и споёт её за пару минутРасскажите, для кого и какой повод, — нейросеть напишет текст и споёт песню за пару минутСоздать песню от 28 ₽ за минуту песни

Другие песни Sekhar Ghosh

Свежее на Muzfrog

Все новинки →