Babul Supriyo Jibanare Bele Bele Скачать

Babul Supriyo Jibanare Bele Bele

Babul Supriyo

Jibanare Bele Bele

69 прослушиваний
05:45
Все треки Babul Supriyo Текст песни
Создайте песню с именемНейросеть напишет и споёт за 2 минуты · от 11 ₽Создать
Слушать
Скачать песню

Текст песни «Jibanare Bele Bele»

Babul Supriyo

ହେହେ, ଲାଲା-ଲାଲା-ଲାଲାଲାଲା
ହେହେ, ଲାଲା-ଲାଲା-ଲାଲାଲାଲା

ଜୀବନରେ, ହୋ-ଓ
ଜୀବନରେ ବେଳେ ବେଳେ ଏମିତିକା
ଭୁଲ ହେଇଯାଏ ରେ, ଭୁଲ ହେଇଯାଏ

ନା ଆଗକୁ ଯାଇହୁଏ, ନା ପଛକୁ ଫେରିହୁଏ
ନା ଆଗକୁ ଯାଇହୁଏ, ନା ପଛକୁ ଫେରିହୁଏ

ଆଖିର ସପନ ସବୁ ଲୁହ ହେଇ ବୋହିଯାଏ
ବୋହିଯାଏ, ବୋହିଯାଏ

ଜୀବନରେ ବେଳେ ବେଳେ ଏମିତିକା
ଭୁଲ ହେଇଯାଏ ରେ, ଭୁଲ ହେଇଯାଏ

ଏମିତିକା ମଣିଷଟେ ନାହିଁ, ଜମା ଯିଏ ଭୁଲ କରିନାହିଁ
ଏମିତିକା ମଣିଷଟେ ନାହିଁ, ଜମା ଯିଏ ଭୁଲ କରିନାହିଁ
ହୋ, କୁହ ଭାଇ, କୁହ କିଏ ଅଛି
ସବୁବେଳେ ଠିକ୍ ସେ କରିଛି

ଭୁଲକରି କିଏ ଆସେ ଫେରି, ଭୁଲକରି କିଏ ଯାଏ ସରି
ଭୁଲକରି କିଏ ଆସେ ଫେରି, ଭୁଲକରି କିଏ ଯାଏ ସରି
ଅତୀତକୁ ଭାବି-ଭାବି ଭବିଷ୍ୟତ ଧୋଇଯାଏ
ଧୋଇଯାଏ, ଧୋଇଯାଏ

ଜୀବନରେ ବେଳେ ବେଳେ ଏମିତିକା
ଭୁଲ ହେଇଯାଏ ରେ, ଭୁଲ ହେଇଯାଏ

ଏମିତିକା ହୃଦୟଟେ ନାହିଁ, ଜମା ଯିଏ ଭଲପାଇ ନାହିଁ
ଏମିତିକା ହୃଦୟଟେ ନାହିଁ, ଜମା ଯିଏ ଭଲପାଇ ନାହିଁ
ହୋ, କିଏ ସେଇ? କୁହ କିଏ ଅଛି
ପ୍ରେମବିନା ବଞ୍ଚି ସେ ପାରିଛି

ପ୍ରେମ କରି କିଏ ହୁଏ ପାରି, ପ୍ରେମ କରି କିଏ ଯାଏ ହାରି
ପ୍ରେମ କରି କିଏ ହୁଏ ପାରି, ପ୍ରେମ କରି କିଏ ଯାଏ ହାରି

ଫଗୁଣର ଫଗୁଖେଳ ଶ୍ରାବଣରେ ଧୋଇଯାଏ
ଧୋଇଯାଏ, ଧୋଇଯାଏ

ଜୀବନରେ ବେଳେ ବେଳେ ଏମିତିକା
ଭୁଲ ହେଇଯାଏ ରେ, ଭୁଲ ହେଇଯାଏ
ଭୁଲ ହେଇଯାଏ ରେ, ଭୁଲ ହେଇଯାଏ
ଭୁଲ ହେଇଯାଏ ରେ, ଭୁଲ ହେଇଯାଏ

На странице доступен трек Jibanare Bele Bele от Babul Supriyo (05:45). Слушайте онлайн или загрузите в mp3 в один клик бесплатно на свое устройство — выше есть текст песни.

Другие песни Babul Supriyo

Все 43 трека

Свежее на Muzfrog

Все новинки →